odia music Lyrics Of Tike Tike Achinha Tu
M- ଟିକେ ଟିକେ ଅଚିଂହା ତୁ ଟିକେ ଟିକେ ଚିହ୍ନ ( ୨- Times)
ଏଣେ ତେଣେ ଚାଲୁ ଚାଲୁ ହାତ ଥରି ଡାକି ଦେଲୁ
କହି ତୋତେ ପାରିଲିନି ନା.......ହୈ ନ......
F - ଟିକେ ଟିକେ ଅଜଣା ତୁ ଟିକେ ଟିକେ ଜଣ ( ୨- Time)
ବେଧେଇଲୁ ଯଦି ହାତ ସାଥି ହେଇ କିଛି ବାଟ
ମୋ ସାଥି ରେ ଚାଲି ଯିବୁ ଆରେ...ଆରେ...
M- ଟିକେ ଟିକେ ଅଚିଂହା ତୁ ଟିକେ ଟିକେ ଚିହ୍ନ
F- ଟିକେ ଟିକେ ଅଜଣା ତୁ ଟିକେ ଟିକେ ଜଣ
F- ଦେଖା ହୁଏ ଯେବେ ଯେବେ ଭିଡ ରେ ମୋଡ ରେ
ଆପଣ ର ଆପଣ ର ଲାଗୁ ମୋତେ ରେ
M- ଓଃ.. ବାଟ ଏବେ ଭୁଲି ଯାଏ ତୋତେ ମୁ ଦେଖିଲେ
ଚାଲୁ ଚାଲୁ ଚାଲୁ ଚାଲୁ ଧକା ହୁଏ ରେ
F- ନିଦ ହେଲେ ତୋ ସାଥେ ଲାଗେ ଭାରି ଭଲ ମୋତେ
ଲାଗ ରେ ମୁ ଭିଜି ଯାଏ ଚା..ହୈ ଚା ଚା
F- ଟିକେ ଟିକେ ଅଜଣା ତୁ ଟିକେ ଟିକେ ଟିକେ ଜଣ
M- ଟିକେ ଟିକେ ଅଚିଂହା ତୁ ଟିକେ ଟିକେ ଚିହ୍ନ
Music: ପ୍ରେମ ଆନାଡ଼
Singer;ହୁମାନେ ସାଗର/ଦୀପ୍ତି ରେଖା
Liricits; ଅରୁଣ ମନ୍ତ୍ରୀ


0 Comments