odia Lyrics Of Dhire Dhire Chal Re Samaya
ବୋ ..............
ମିଠା ମିଠା ଛୁଅଁ ରେ ଝରେ ମୋଟୀ ଚୁନା ଚୁନା - (୨ )
ଭିଜି ଯାଏ ମନ ମୋର ଆଖି ହୁଏ ଅଣ ମନ
ଏଚ ପୁଣି ଇୟାଇ ଶମୄଟି ରଖିବି ମୁ ସାଇତି
ଜୀନ ଯିବି କିଛି ଦିନ ଆଉ କିଛି ରାତି
ସ୍ବପ୍ନ କଲେ ସାରି ଯିବା ଲାଗେ ଭାରି ଭୟ
{ ତୁ ଧୀରେ ଧୀରେ ଚାଲ ରେ ସମୟ } - (୪ )
ଲାଜକୁଳୀ ଚାନ୍ଦ ମୁହେଁ କାଳାତୀପ ନାଇଁ ଦେବୀ
ଫସା ବୁଣି ପବନକୁ ଆଖିବୁଜି ଧରି ନେବି
ଧଳା ଧଳା କାକରା କୁ ଖରା ଠାରୁ ଲୁଚେଇବି
ଇନ୍ଦ୍ରଧନୁ ରଙ୍ଗ ଆଣି ତା ବାଟରେ ବୁଣି ଦେବୀ
ଦେଖିବାକୁ ସବୁ ଦିନେ ତୋ ମିଠା ଅଝଟ
ଲଂଚ ଦେଇ ବୟସର ରଖି ଦେବୀ ବାଟ
ତଥାବି ଆଜି କାହିଁକି ଏତେ ଲାଗେ ଭାରି ଭୟ
{ ତୁ ଧୀରେ ଧୀରେ ଚାଲ୍ରେ ସମୟ }- (୪ )
ବୋ ....................
ମୋ ହସ ରେ ଲେଖେ ଯିଏ ତା ଖୁସିର କାହାଣୀ
ତବିନା ବଞ୍ଚିବି ପୁଣି କେମିତି ପାରୁନି ଜାଣି
ଆଙ୍କିଛି ମୁ ଛବି ତାର ହାତେ ରଙ୍ଗ ତୁଳି ଧରି
କେମିତି ଚିରିବି ତାକୁ ବରଷାରେ ଅଡକରି
ମନ କୁହେ ଦେବୀ ତାକୁ ମୋର ବାକି ଆୟୁଷ
ତା ସାଥିରେ ଗୋଟେ ଦିନ ମୋର ୧ ବର୍ଷା
ଅନ୍ଧାର ତାକୁ ଦବ ଲୁଚେଇ ଲାଗେ ଭାରି ଭୟ
{ ତୁ ଧୀରେ ଧୀରେ ଚାଲ ରେ ସମୟ }- (୪ )


0 Comments