Odia music Lyrics To Hata Dhari Mu
ମୋ ଦେହେ ତୋ ଛାଇ ଏ ସଞ୍ଜ ଦେଲା ସଜେଇ ମୋ
ତୋ ରୂପ କୁ ସଜେଇଲା ସାଗର ରାଗିଣୀ ଗେ
ତୋ ମନ ଭରା ସେ ହସ ଟିରେ
ମୁ ଖୁସି ଖୋଜି ପାଇଛି
ତୋ ଚାହାଣି ର ସେ ଚପଳତା
ଟାଣି ନିଏ ମନ କୁ....
ତୋ କଥା ଶୁଣି ମୁ ଭୁଲି ଯାଏ କିଛି କହି ପରେ ନ
ତୋ ହାଥ ଧରି ମୁ ହଜି ଯାଏ କିଛି ମନ ରହେ ନ
ତୋ ଆଖିରେ ମୋ ଛବି କୁ ଦେଖି ମୁ ଝୁମି ଯାଏ
କହି ଦିଏ ଦୁନିଆ କୁ ଜୀବନେ ଏକ ନୁହେ
ତୋ ରୂପ ର ସେ ରସ ସାଗର କୁ
ଭାରି ଭିଜାଇଲି ମୋ ହୃଦୟ କୁ
ତୋ କଟହ ଶୁଣି ମୁ ଭୁଲି ଯାଏ କିଛି କହି ପରେ ନ
ତୋ ହାତ ଧରି ମୁ ହଜି ଯାଏ କିଛି ମାନେ ରହେ ନ..
Music : ଅନୁରାଗ ପତ୍ନୀଙ୍କ
Singer : ଅଙ୍କୁଶ ଦାସ
Lyrics: ସନ୍ତୋଷ ପତ୍ନୀଙ୍କ


0 Comments