Odia Lyrics Haye To Prema
M- ଧିମା ଧିମା ଆଖି ମିଠା ମିଠା ସ୍ବପ୍ନ
କହେ କେତେ କଥା ବୋ କିବା ରାତି ଦିନ
ଯେଇଁଉଛି ମାରୁଚି ମୁ ଦିନ ରାତି ତୋ ଛୁଅଁ ରେ
ହାଏ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ମାରି ଦେଲାରେ
ହାଏ ରେ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ମାରି ମାରି ହାଏ ରେ ମୋତେ ମାରି ମାରି
ହାଏ ରେ ମୋତେ ମାରି ଦେଲାରେ
F- ଓଦା ଓଦା ମନ ମିଠା ମିଠା ପ୍ରେମ
କହେ କେତେ କଥା କିବା ରାତି ଦିନ
ଜଳୁଛି ଲିଭୁଛି ମୁ ଦିନ ରାତି ତୋ ପ୍ରେମ ରେ
ହାଏ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ସାରି ଦେଲା ରେ
ହାଏ ରେ ତୋ ପ୍ରେମ ତୋ ପ୍ରେମ ହାଏ ରେ ମୋତେ ସାରି ସାରି ହାଏ ରେ ମୋତେ ସାରି ସାରି
ହାଏ ରେ ମୋତେ ସାରି ଦେଲା ରେ
M- ସ୍ୱପ୍ନେ ଆସୁଛୁ ସ୍ୱପ୍ନେ ହସୁଛୁ ସ୍ୱପ୍ନେ ରୁସୁଛୁ ତୁ
ହାଏ ରେ ମାରି ଯାଏ ମୁ
F- ମେଘର ଦୋଳିରେ ଫୂଲାର ଥାଳିରେ ଛୁଁଏଇଁ ଦେଵୀ ଯାଉ ତୁ
ହାଏ ରେ ମାରି ଯାଏ ମୁ
M- ଭିଜା ଭିଜା ମନ ମହୁ ଝର ଦିନ
କହେ କେତେ କଥା କିବା ରାତି ଦିନ
ଝରୁଛି ଝୁରୁ ଚି ମୁ ଦିନ ରାତି ତୋ ପେଇଁ ରେ
F- ହାଏ ତୋ ମନ ତୋ ମନ ହାଏ ରେ ମୋତେ ଚିରି ଦେଲା ରେ
ହାଏ ତୋ ମନ ତୋ ମନ ହାଏ ରେ ମୋତେ ଚିରି ଚିରି ହାଏ ରେ ମୋତେ ଚିରି ଚିରି
ହାଏ ରେ ମୋତେ ଚିରି ଦେଲାରେ
F- ଯେବେଠୁଁ ଆସିଲୁ ପାଖରେ ବସିଲୁ ମନ କିଣି ନେଲୁ ତୁ
ହାଏ ରେ ଝୁରି ହୁଏ ମୁ
M- ଆଖିରେ ଆଖିରେ କହିଲୁ କିଛିରେ ଭୁଜହିଁ ଗଲି ସବୁ ମୁ
ହାଏ ରେ ମାରି ଯାଏ ମୁ
F- ତୁମୋ ଜୀବନ ତୁମୋ ନିଶ୍ୱାସ ତୁମୋ ଆରମ୍ଭ ତୁମୋରୋ ଶେଷ
ଭାବୁଛି ବୁଲିଚୀ ମୁ ଦିନ ରାତି ତୋ ହସରେ
ହାଏ ତୋ ହସ ତୋ ହସ ହାଏ ରେ ମୋତେ ଚୋରି କାଳରେ
ହାଏ ତୋ ହସ ତୋ ହସ ହାଏ ରେ ମୋଟର ଚୋରି ଚୋରି ହାଏ ରେ ମୋତେ ଚୋରି ଚୋରି
ହାଏ ରେ ମୋତେ ଚୋରି କାଳରେ
F- ହାଏ ରେ ମୋତେ ସାରି ଦେଲାରେ ହାଏ ରେ ମୋତେ ମାରି ମାରି ହାଏ ରେ ମୋତେ ମାରି ମାରି
ହାଏ ରେ ମୋତେ ମାରି ଦେଲାରେ
Singer:ହୁମାନ ସାଗର / ଦୀପ୍ତିରେଖା
Music : ପ୍ରେମ ଆନନ୍ଦ
Lyrics:ସୁବ୍ରତ ସ୍ୱାଇଁ


0 Comments