odia Lyrics Of Malka Malka Halka E Manata
Male - ମଲ୍କା ମଲ୍କା ହାଲ୍କା ହାଲ୍କା ଏ ମନଟା ଭଲ ଲାଗେ କାହିଁ ବାଁବ୍ୟ
ଠୁମକ ଠୁମକ ହେଁ ତୋର ଝୁମକା ଭଲ ଲାଗେ କାହିଁ ବାଁବ୍ୟ (2-Times)
ଇନୁ ତେଣୁ କଥା କହୁ କହୁ ,ଗୁଣୁ ଗୁଣୁ ଗୀତ ଗାଉ ଗାଉ
ତୋଳି ଟିଏ ଖାଲି ଚୁଁ ଚୁଁ ଆଂକେନ ତୋ ଛବି
ଓଃ ବାଁବ୍ୟ ଓଃ ବାଁବ୍ୟ ଓଃ ବାଁବ୍ୟ (2- times)
Female- ଝୀଲକ ଝୀଲକ ଝୀଲ ମିଲ ଆଖିଟା ଦେଖୁ ଥାଏ ତୋ ଛବି
ମେହେଙ୍କା ମେହେଙ୍କା ମତୱାଲା ମୁହଁ ତା ମତଏ ଖାଲି ନିଏ ଡାକି
ମନ ମୋର ଚୋରି ହେଲେ ହଉ ପାଖେ ଆଖେ କିଏ ଥିଲେ ତୌ
ନିଦ ମୋର ହଜି ଗଲେ ଯାଉ ତୋ କଥା ଭାବି
ଓଃ ବାଁବ୍ୟ ଓଃ ବାଁବ୍ୟ ଓଃ ବାଁବ୍ୟ (2- Times )
Male- ଅନ୍ଧାରେ ଆଜି ଆଲୁଅ ଲାଗେ ବଦଳି ଗଲା ପାଗ
ଛାତିରେ ମୋତେ ଯେବେ ଠୁ ତୋର ଲାଗିଲା ପ୍ରେମ ଦାଗ
Female- ମେଘରେ ଆଜି ବରଷେ ମହୁ କାକରା ଲାଗେ ମୋତେ
ଆଖିରେ ମୋର ଯେବେଠୁଁ ତୋର ଆଖି ମିସିଲ ସାଥି
Male- ଛାଲ କା ଚହଳକ ହଲ ଚାଲ ଛବିଟା ଭଲ ଲାଗେ କାହିଁ ବବ
ହୁମମ ହାଲ୍କା ହାଲ୍କା ମିଠା ମିଠା ହସ୍ତ ଭଲ ଲାଗେ କାହିଁ ବାଁବ୍ୟ
Female- ସଞ୍ଜ ହଉ ଅବା ରାତି ହଉ ଆକାଶରେ ତାର ଥିଲେ ଥାଉ
ଭାବୁ ଥଏ ରାତି ପହୁ ପହୁ ତୋ ପାଖେ ଥିବି
ଓଃ ବାଁବ୍ୟ ଓଃ ବାଁବ୍ୟ ଓଃ ବାଁବ୍ୟ (2-Times )
ସପନ କାହିଁ ନିଦ ରେ ନାଇଁ ଦିନ ରେ ଘୁରି ବୁଲେ
ପାଦ ଟି ମୋର ଯେବେ ଠୁ ତୋର ଛାଇ ସାଥିରେ ଚାଲେ
Male- ବସନ୍ତ ଆଜି ବର୍ଷା ବେଳେ ଫୁଲରେ ଖେଳେ ଦୋଳି
ମୋରି ମନ ତୋ ସାଥିରେ ଯେବେ ଖେଳିଲା ଲୁଚା କଲି
Female- ଲେହେକ ଲେହେକ ଚୁଲାବୁଲା ଛିଟା ଭଲ ଲାଗେ କାହିଁ ବାଁବ୍ୟ ଓ
ବେହେକ ବେହେକ ଭଲ ଭଲ ଦିଲ ତା ଭଲ ଲାଗେ କାହିଁ ବାଁବ୍ୟ ଓ
Male- ଏଠି ସେଠି ପାଦ ଥାଉ ଥାଉ ଫୁଲ ହଉ ଅବା କଣ୍ଟା ହଉ
ଚାଲୁ ଥାଉ ଅବା ଝୁଂତୁ ଥାଉ ତୋ ବାଟ ଖୋଜି
F+M- ଓଃ ବାଁବ୍ୟ ଓଃ ବାଁବ୍ୟ ଓଃ ବାଁବ୍ୟ ( 2-Times )
Female- ଓ ଓ ହମମମମମମ
Lyrics: ସୁବ୍ରତ ସ୍ୱାଇଁ
Singer:ହୁମାନ ସାଗର , ପ୍ରଜ୍ଞା ହୋତା
Movie:ଝିଅଟା ବିଗିଡି ଗଲା
Music Director: ପ୍ରେମ ଆନନ୍ଦ


0 Comments