odia-music-lyrics niswasa to bina mora chalena
ନିଶ୍ୱାସ ତୋ ବିନା ମୋର ଚଳେଣ ,
ବିଶ୍ୱାସ ତୋ ବିନା କିଛି ହୁଏନା …
(କିଛି ନୁହେ ,
ମୁ ତୋ ବିନା …)x2
ଧୀରେ ଧୀରେ ଲାଗେ ମତେ … ଏତେ ଭଲ ପାଏ ତତେ ,
ଭୁଲିଲେ ବି ଭୁଲି ପାରେନା …
ନିଶ୍ୱାସ ତୋ ବିନା ମୋର ଚଳେଣ ,
ବିଶ୍ୱାସ ତୋ ବିନା କିଛି ହୁଏନା …
(କିଛି ନୁହେ ,
ମୁ ତୋ ବିନା …ଓଓଓ )x2
ଯୁଆଡେ ଯାଏ ମୁ , ତତେ ହିଁ ପାଏ ମୁ ,
ସଖାଳୁ ସଞ୍ଜ ଯାଏ , ତତେ ହିଁ ଚାହେ ମୁ ,
ତୁ ମୋର ଦୁନିୟା , ତୁ ମୋର ପୃଥିବୀ ,
ଲାଗୁଚି ସବୁ ବେଳେ ତୁ ଥିଲେ ମୁ ଥିବି …
ସଖାଳ ତୋ ବିନା ମୋର ପହେ ନ ,
ସ୍ପନ୍ଦନ ତୋ ବିନା ମୋର ଚାଲେ ନ …
(କିଛି ନୁହେ ,
ମୁ ତୋ ବିନା …ଓଓଓ )x2
ଗାଧେଇଲି ତୋ ସାଥେ ଏମିତି ସମ୍ପର୍କ ,
ଲଗଉଛୁ ତୁ ମୋର ପ୍ରେମର କୋଣାର୍କ ,
ତୁ ଥିଲେ କାହିଁକି ସବୁ ତା ସୁନ୍ଦର ,
ତୋ ବିନା ଦୁନିଆଟା , ଲାଗେ ତା ଅନ୍ଧାର …
ସପନ ତୋ ବିନା ଦେଖି ହୁଏ ନ …
ଜୀବନ ତୋ ବିନା ଭାବି ହୁଏ ନ …
(କିଛି ନୁହେ ,
ମୁ ତୋ ବିନା …)x2
ତୁ ଥିଲେ ମୋ ସାମ୍ନାରେ ,
କାହାକୁ ଏ ଜୀବନରେ , ଚାହିଁଲେ ବି ଚାହିଁ ପରେ ନ …
(କିଛି ନୁହେ ମୁ ତୋ ବିନା …)x4


0 Comments