odia lyrics Rabba Rabba Mujhe Dede Maulat 2020
ଗୋଟିଏ ଜୀବନ ଲାଗେ ସୁନା ସୁନା
ଖୋଜୁଛି ଶହେଟି ଜନ୍ମ
ଶହେଟି ସପନ ଲାଗେ ସୁନା ସୁନା
ଖୋଜୁଛି ହଜାରେ ସ୍ବପ୍ନ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରାବ ରାବ
ରାବ ଦେଡ ମୁଝେ ମହଲତ କ୍ସ୨
ଗୋଟିଏ ଫଗୁଣ ଲାଗେ ସୁନା ସୁନା
ଖଜୁଛି ୧ ଫଗୁଣ
ଶହେଟି ଶ୍ରବଣ ଲାଗେ ସୁନା ସୁନା
ଖୋଜୁଛି ଲକ୍ଷେ ଶ୍ରବଣ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରାବ ରାବ
ରାବ ଦେଡ ମୁଝେ ମହଲତ କ୍ସ୨
କଥା ଜମା ସରୁନାହିଁ କଥା ହେଲେ
ମନ ଜମା ପୁରୁ ନାହିଁ ଦେଖା ହେଲେ
ବାଟ ଜମା ସରୁ ନାହିଁ କେତେ ବେଳେ
ଛୋଟ ଲାଗେ ସାରା ଦିନ ତୁ ଥିଲେ
ଗୋଟିଏ କାରଣ ଲାଗେ ସୁନା ସୁନା
ଖୋଜୁଛି ୧ କାରଣ
ଫୁଲର ତୋରଣ ଲାଗେ ସୁନା ସୁନା
ଖୋଜୁଛି ପ୍ରେମ ତୋରଣ
ପ୍ରେମ ମୋର ହେଇଯିବ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରାବ ରାବ
ରାବ ଦେଡ ମୁଝେ ମହଲତ
ରାବ ରାବ
ରାବ ଦେଡ ମୁଝେ ମହଲତ
ପାଦ ଜମା ଲାଗୁ ନାହିଁ ମାଟି ତଳେ
ଆଖି ଜମା ବୁଝୁ ନାହିଁ କେତେ ବେଳେ
ନିଦ ଜମା ଲାଗେ ନାହିଁ କେତେ ବେଳେ
ମହୁ ଝରେ ସାରା ରାତି ତୁ ଥିଲେ
ଗୋଟିଏ ବନ୍ଧନ ଲାଗେ ସୁନା ସୁନା
ଖୋଜୁଛି ୧ ବନ୍ଧନ
ଗୋଟିଏ ମିଳନ ଲାଗେ ସୁନା ସୁନା
ଖୋଜୁଛି ଲକ୍ଷେ ମିଳନ
ପ୍ରେମ ମୋର ହେଇଯିବ
ଜୀବନ୍ତ ଜୀବନ୍ତ
ରାବ ରାବ
ରାବ ଦେଡ ମୁଝେ ମହଲତ
ରାବ ରାବ
ରାବ ଦେଡ ମୁଝେ ମହଲତ
ରାବ ରାବ
ରାବ ଦେଡ ମୁଝେ ମହଲତ
ରାବ ରାବ
ରାବ ଦେଡ ମୁଝେ ମହଲତ
Movie : ଅଭୟ
Song:ରବିବା ଦେଡ
Singer:ହୁମାନ ସାଗର ,ଅନନ୍ୟ
Lyrics:ସୁବ୍ରତ ସ୍ୱାଇଁ
Music :ପ୍ରେମ ଆନନ୍ଦ


1 Comments
best odia lyrics
ReplyDelete