odia music lyrics Love Station O sawariya
ଭିଜି ଭିଜି ମୁଁ ଯାଉଛି ପ୍ରିୟ ରେ
ତୋଫା ତୋଫା ତୋ ହସର ସୁଅରେ
ଭିଜି ଭିଜି ମୁଁ ଯାଉଛି ପ୍ରିୟ ରେ
ଜୀବନେ ମୋରୋ ଯାଇଛି ଭରି
ତୋ ମିଥହ ମହକ ଛୁଅଁ
ର ସାୱରିୟା
ତୁ ରୂତୁଟେ ନୂଆ
ର ସାୱରିୟା
ତୁ ଫୁଲଟିଏ ନୂଆ
ତୋ ପାଇଁ ବଦଳିଲା ମୋ ଦୁନିଆ
ର ସାୱରିୟା
ତୁ ରାତି ମହୁଆ
ର ସାୱରିୟା
ତୁ ଚଇତି ବା
ହୋ … ଯେବେ ଠହରୁ ମୋତେ ଛୁଇଁଲା
ତୋ ପ୍ରେମ ପୁରବୀ
ହୋ … ଯେବେ ଠହରୁ ମୋତେ ଛୁଇଁଲା
ତୋ ପ୍ରେମ ପୁରବୀ
ତହରେ ମୋ ତୋରି କୋଠା
ଆଖିରେ ତୋ ଛୋବି
ସ୍ୱପନେ ମୋରୋ ଫାଲ୍ଗୁନୀ ସାଜି


0 Comments