odia Lyrics Of Hrudayara Ayi Sunyataku
ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କହଏ ତୁମେ ତୁମେ ତୁମେ
ତୁମେ ମୋ ମନର ସୀମା ରେଖା ଡେଇଁ ସହଜେ ପରିଚ ଯାଇ -୨
ହେଲେ ମୋ ପଦଟି ତୁମ ଶମୄଟି ରେଖା ଟପି ଯାଇ ପରେ ନାହିଁ -୨
ଜାଣେନା କାହିଁ କି ମୋ ନିରବତାକୁ ବିରହ ତୁମରି ନୀତି ଚୁମେ
ପ୍ରତାରଣା କିଏ .......
ଥିଲା ସେ କିପରି ଭାବ ପ୍ରବଣତା ହସୁଚି ମୁ ମାନେ ମାନେ -୨
ତୋଳିବାକୁ ଏକ କୁହୁଡି ର ଘର ବାହାରି ଥିଲି ମୁ ଦିନେ -୨
ସେ କୁହୁଡି ଘର ଗଲା ଭାଙ୍ଗି ଜର ପ୍ରୀତିର ପ୍ରାଚୀର ଥିଲା ତମେ
ପ୍ରତାରଣା କିଏ ......


0 Comments